ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

କନ୍ଧମାଳ (TKNEWSMEDIA ) 11/04/2026 : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଯୁବ ରେଡକ୍ରସ ଓ ଏନ୍‌.ଏସ୍‌.ଏସ୍‌ ଆନୁକୂଲ୍ୟରେ ଅପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ ଉଦଘାଟନ କରିଥିଲେ। ଏହି ଅବସରରେ ଫୁଲବାଣୀ ରକ୍ତଭଣ୍ଡାରର ମେଡ଼ିକାଲ ଅଫିସର ଡା. ମାନବେଶ ବଡ଼ସେଟ୍ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଯୁଥ ରେଡକ୍ରସ କାଉନସିଲର…

ଲାଇନପଡା ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ ଦାବି

ଲାଇନପଡା ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ ଦାବି

କନ୍ଧମାଳ (TKNEWSMEDIA ) 11/04/2026 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରମାନଙ୍କ ପାଇଁ ହୋଷ୍ଟେଲ ନଥିବାରୁ ବହୁତ ଦୂର ଦୁରାନ୍ତରୁ ଆସି ପାଠ ପଢ଼ୁଥିବା ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ଉଚ୍ଚ ବିଦ୍ୟାଳୟ 1967 ରେ ସ୍ଥାପିତ ହୋଇଛି l ଉକ୍ତ ସ୍କୁଲର ହୋଷ୍ଟେଲରେ KIGM କଲେଜ ଅଧ୍ୟାପକମାନେ କିଛି ବର୍ଷ ରହି କଲେଜ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଥିଲେ l…

କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ

କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ

କଟକ (TKNEWSMEDIA ) 08/04/2026 : କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ୭୫୦ କୋଟି ଟଙ୍କା ବିନିଯୋଗରେ ବୃହତ୍ ଆପାରେଲ୍ ୟୁନିଟ୍, ୫,୮୦୦ ନିଯୁକ୍ତି ସୃଷ୍ଟି ଓଡ଼ିଶାକୁ ପୂର୍ବ ଭାରତର ‘ସୁରାଟ-ତିରୁପୁର’ ଭାବେ ଗଢ଼ିବାର ସଙ୍କଳ୍ପ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ରିଭର୍ସ ମାଇଗ୍ରେସନ୍ ହେବ ଆପାରେଲ୍ ଇଣ୍ଡଷ୍ଟ୍ରି ମାଧ୍ୟମରେ ମହିଳା ସଶକ୍ତିକରଣ ଓ ବ୍ୟାପକ ନିଯୁକ୍ତି ଓଡ଼ିଶା ଖୁବ୍‌ଶୀଘ୍ର ବୟନ ଓ…

ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଫୁଲବାଣୀ ( TKNEWSMEDIA) 11/03/2026 : ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ଯକ୍ରମ ଆଠ ଦିନ ଧରି ଚାଲିବ l ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ. ତନୁଶ୍ରୀ ପ୍ରଧାନ ଗଳ୍ପ ମାଧ୍ୟମରେ ଛାତ୍ରୀମାନଙ୍କୁ ନିଜ ଉପସ୍ଥିତ ବୁଦ୍ଧି ,…

ସପ୍ତଦଶ ବିଧାନ ସଭାର ୬ଷ୍ଠ ଅଧିବେଶନ ଅବସରରେ

ସପ୍ତଦଶ ବିଧାନ ସଭାର ୬ଷ୍ଠ ଅଧିବେଶନ ଅବସରରେ

ଭୁବନେଶ୍ୱର (TKNEWSMEDIA ସୂର୍ଯ୍ୟନାରାୟଣ ନାୟକ) 17/02/2026 : ସପ୍ତଦଶ ବିଧାନ ସଭାର ୬ଷ୍ଠ ଅଧିବେଶନ ଅବସରରେ ଓଡ଼ିଶାର ମହାମହିମ ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକଗଣ

କ୍ଷେତାପାଜୁ ସେଠୀସାହିରେ ମଣ୍ଡପ ନିର୍ମାଣ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନିବେଦନ

କ୍ଷେତାପାଜୁ ସେଠୀସାହିରେ ମଣ୍ଡପ ନିର୍ମାଣ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନିବେଦନ

କନ୍ଧମାଳ (TKNEWSMEDIA ) 17/02/2026 : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକର ବଲସକୁମ୍ପା ଗ୍ରାମ ପଞ୍ଚାୟତର ଖେତାପାଜୁ ସେଠୀ ସାହିର ମାଁ ବରାଳଦେବୀ ବାବା ସଂକୀର୍ତ୍ତନ ମଣ୍ଡଳୀ ର ଧର୍ମ ମଣ୍ଡପ ନିମନ୍ତେ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସାତ ଲକ୍ଷ ଟଙ୍କା ଆସିଛି କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଡପ ନିର୍ମାଣ ହୋଇପାରିନାହିଁ l ଜଣେ ମହାନ ଆଦିବାସୀ ବ୍ୟକ୍ତିତ୍ବ ଅମ୍ବିକା କହଁର ବୟସ 55, ପିତା ସ୍ବର୍ଗତ ସିଧେଶ୍ୱର କହଁର, ଏବଂ ମାତା…

ଭୀମ ଭୋଇ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସହାୟକ ଲେଖାଳୀମାନଙ୍କର ଆଲୋଚନା ଚକ୍ର

ଭୀମ ଭୋଇ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସହାୟକ ଲେଖାଳୀମାନଙ୍କର ଆଲୋଚନା ଚକ୍ର

ଭୁବନେଶ୍ୱର (TKNEWSMEDIA ) 19/01/2026 : ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱର ପରିସରରେ ଆଗାମୀ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷାରେ ଦୃଷ୍ଟିବାଧିତ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତ ସହାୟକ ଲେଖାଳିମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏନ୍ ଏସ୍ ଏସ୍ ବ୍ୟୁରୋଦ୍ବାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ…